Saturday, September 26, 2020

Medicinal plants and it's Utility

ପାଠକ ମାନଙ୍କୁ କେତେକ ପ୍ରତିଷ୍ଠିତ ଔଷଧିୟ ବୃକ୍ଷଲତାମାନଙ୍କ ସମନ୍ଧରେ ଏକ ଧାରଣା ଦେବା ।  

। ଏହି ବୃକ୍ଷଲତାରୁ ପ୍ରସ୍ତୁତ ବହୁ ଔଷଧ ଏକ ବା ଏକାଧୂକ ବୃକ୍ଷଲତାରୁ ଦ୍ରବ୍ୟସମୂହର ବ୍ୟବହାର ଏବଂ ବିଭିନ୍ନ ଉପାଦାନଗୁଡ଼ିକର ଯଥାଯଥ ଅନୁପାତ, ଔଷଧ ପ୍ରସ୍ତୁତି ପ୍ରଣାଳୀ, ପ୍ରୟୋଗ ଏବଂ ମାତ୍ରା ସମସ୍ତ ରୋଗମାନଙ୍କ ଚିକିତ୍ସାରେ ଅତି ଗୁରୁତ୍ବପୂର୍ଣ୍ଣ କାରକ ମାତ୍ର । 

ଅଂଳା
(Emblica officnalls)
ବ୍ୟବହାର:

ମେଦବୃଦ୍ଧି: ଏକ ଚାମଚ ଅଂଳାଚୂର୍ଣ୍ଣ।, ଏକ ଚାମଚ ମହୁ ସହିତ ମିଶାଇ ଦିନକୁ ୨ଥର ଖାଲି ପେଟରେ ସେବନ କରିବା ପରେ ଏକ କପ୍ ଉଷୁମପାଣି ପିଇଲେ ୧- ୨ ମାସ ମଧ୍ୟରେ ମେଦ ହ୍ରାସ ହୁଏ।

 ଥଣ୍ଡା : ପରିପକ୍ଳ ଅଂଳା ଋତୁ ଅନୁସାରେ ପ୍ରତ୍ୟହ ୧ଟି ଏକ ମାସ ସେବନ କଲେ ଏକ ବର୍ଷ ଥଣ୍ଡାରୋଗ ହୋଇ ନଥାଏ ।
USES:

Obesity: 1 teaspoon amla powder along with one teaspoon honey taken in empty stomach twice daily and a cup of luke warm water is taken after taking the medicine for 1-2 month.

Obesity: One ripe amla taken once in a day for 30 days in a year prevents cold for the whole year.




by
DAYA EXPLORE

No comments:

Post a Comment

What are the 5 most medicinal plants and uses

  Medicinal plants , also called  medicinal herbs , have been discovered and used in traditional medicine practices since prehistoric times....